https://kanaknews.com/deba-diwali-in-puri-today/
ଶ୍ରୀମନ୍ଦିରରେ ଆଜିଠୁ ଆରମ୍ଭ ଦେବଦୀପାବଳୀ ନୀତି । ଧଳା ବସ୍ତ୍ର ପିନ୍ଧି ଶ୍ରାଦ୍ଧ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ତିନି ଠାକୁର ,  ଶ୍ରାଦ୍ଧ ନୀତି ସରିବା ପରେ ମନ୍ଦିର ଚୂଡାକୁ ଉଠିବ ମହାଦୀପ